Entries by Suresh Sahoo

Child Easy First Grammar Chapter-IX

CHAPTER – IX The interjection           (1) ଯେଉଁ ସବୁ word ରେ ବିସ୍ମୟ, ହର୍ଷ, ବିଷାଦ, ଘୃଣା, ପ୍ରଭୃତି ମନର ଭାବ ପ୍ରକାଶିତ ହୁଏ, ସେମାନଙ୍କୁ interjection ଅର୍ଥାତ୍‌ ବିସ୍ମାୟାଦିସୂଚକ ଅଚ୍ୟୟ କହନ୍ତି, ଯଥା- Indeed (ସେତେ), well (ବାଃ) alas (ଆହା) ।           (2) ନିମ୍ନରେ କେତେଗୁଡ଼ିଏ interjection ପ୍ରଦତ୍ତ ହେଲା-           ବିସ୍ମୟାଦିସୂଚକ- Ah ! Ah ! Oh ! Hah ! Indeed !           ହର୍ଷ […]

Child Easy First Grammar Chapter-VIII

CHAPTER – VIII The Conjunction           (1) ଯେଉଁସବୁ word ଦୁଇ ବା ଅଧିକ word କିମ୍ୱା sentence କ ସଂଯୁକ୍ତ କରନ୍ତି; ସେମାନଙ୍କୁ Conjunction କହନ୍ତି; ଯଥା- He and I went there. Gopal is good but Hari is bad. ଏଠାରେ and he ଓ I ଏହି ଦୁଇଟି word କୁ ଏବଂ but ‘Gopal is good’ ଓ ‘Hari is bad’ ଏହି ଦୁଇଟି sentence […]

Child Easy First Grammar Chapter-VII

CHAPTER – VII The Preposition             (1) Transitive verb ବ୍ୟତୀତ ଆଉ ଏକ ପ୍ରକାର word ଅଛି; ସେମାନଙ୍କ ପରେ ମଧ୍ୟ objective case ଥାଏ । ସେହିପରି word କୁ preposition କହନ୍ତି । I went to Cuttack. I shall go with him. I thank you for this. ଏଠାରେ to, with ଓ for preposition ଏବଂ ଏମାନଙ୍କ […]

Child Easy First Grammar Chapter-VI

CHAPTER – VI The Adverb           (1) ଯେଉଁସବୁ word adjective ବା verb ର ଗୁଣ ବା ଅବସ୍ଥା ପ୍ରକାଶ କରେ, ସେମାନଙ୍କୁ Adverb କହନ୍ତି, ଯଥା- He works well. It is too hot. ଏଠାରେ well, works ଏହି verb ର ଏବଂ too, hot  ଏହି adjective ର ଗୁଣ ପ୍ରକାଶ କରୁଅଛି । ଏଣୁ well ଏବଂ too ଏମାନେ adverb.           Adverb ସ୍ଥଳବିଶେଷରେ ଆଉ […]

Child Easy First Grammar Chapter-V

CHAPTER-V VOICE- ବାକ୍ୟ           (1) Transitive verb ର voice ଯୋଡ଼ିଏ-           (i) Active voice (କର୍ତ୍ତ୍ୱବାଚ୍ୟ) (ii) Passive Voice (କର୍ମବାଚ୍ୟ) I have done this (active). This has been done by me (passive).           Active voice କୁ Passive Voice କରିବାର ନିୟମ           (2) (i) Active Voice ରେ ଯାହା Object ଥାଏ passive voice ରେ ତାହା nominative ହୁଏ ଏବଂ […]

Child Easy First Grammar Chapter-IV

CHAPTER-IV THE VERB – କ୍ରିୟା (1) ଯେଉଁ word ଟି କୌଣସି ବସ୍ତୁ ବା ବ୍ୟକ୍ତି ସମ୍ବନ୍ଧରେ କିଛି ଜଣାଇ ଦିଏ ତାହାକୁ Verb ବା କ୍ରିୟା କହନ୍ତି, ଯଥା- Rama eats. ଏଠାରେ eats word ଟି Rama ସମ୍ବନ୍ଧରେ ଜଣାଇ ଦେଉଛି ଯେ, ରାମ ଖାଏ । ସେହିପରି । read, The lion killed an elephant. ଅତଏବ eats, read, killed ଏମାନେ verb.           (2) Verb ଦୁଇ […]

Child Easy First Grammar Chapter-III

CHAPTER-III Person – ପୁରୁଷ Person ତିନି ପ୍ରକାର । First Person, Second Person ଏବଂ Third Person  I (ମୁଁ) First person, You (ତୁମ୍ଭେ) Second person, ବାକୀ ସମସ୍ତ Third person । ଏଥିମଧ୍ୟରେ First ଓ Second person (I ଓ you) Pronoun (ସର୍ବନାମ) । ଅତଏବ noun ର କେବଳ Third person ଅଛି, First ଓ Second person ନାହିଁ । Case-କାରକ ଗୋଟିଏ Sentenceର […]

Child Easy First Grammar Chapter-II

CHAPTER-II Etymology-ପଦପ୍ରକରଣ ଇଂରାଜୀରେ ଯେତେ Word ଅଛି, ସେମାନେ ଆଠ ଭାଗରେ ବିଭକ୍ତ । ପ୍ରତ୍ୟେକ ବବିଭାଗ ଓ ଶ୍ରେଣୀକୁ Part of speech କହନ୍ତି, ଯଥା- Noun (ବିଶେଷ୍ୟ), Adjective (ବିଶେଷଣ), Pronoun (ସର୍ବନାମ), Verb (କ୍ରିୟା), Adverb (କ୍ରିୟା ବିଶେଷଣ ଏବଂ Preposition, Conjunction ଓ interjection (ଅବ୍ୟୟ) । Noun-ବିଶେଷ୍ୟ 1. ଯେଉଁ word କୌଣସି ବ୍ୟକ୍ତି, ବସ୍ତୁ, ସ୍ଥାନ, ଓ ଗୁଣ ବା କାର୍ଯ୍ୟର ନାମକୁ ପ୍ରକାଶ କରେ, ତାହାକୁ Noun […]

Child Easy First Grammar Chapter-I

Chapter-I Orthograpy- ବର୍ଣ୍ଣ ପ୍ରକରଣ 1. ଓଡ଼ିଆ ବର୍ଣ୍ଣମାଳାରେ ଅ, ଆ, କ, ଖ ଇତ୍ୟାଦି ଯେପରି ଗୋଟିଏ ଗୋଟିଏ ବର୍ଣ୍ଣ, ଇଂରାଜୀରେ A, B, C, D, ଇତ୍ୟାଦି ସେହିପରି ଗୋଟିଏ ଗୋଟିଏ Letter (ବର୍ଣ୍ଣ) । 2. ଇଂରାଜୀରେ ୨୬ ଗୋଟି Letter ଅଛି; ଯଥା- A, B, C, D, E, F, G, H, I, J, K, L, M, N, O, P, Q, R, S, T, […]